ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୧
ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୧
Quiz
୧. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନବୀୟ କାର୍ଯ୍ୟକଳାପର
କ୍ରିୟାତ୍ମକ ବସ୍ତୁ ?
- ଶକ୍ତି
- ସମ୍ବଳ
- ପ୍ରକୃତି
- ଅନୁଷ୍ଠାନ
୨. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉଭୟ କ୍ଷୟଶୀଳ ଓ ସ୍ଥାନୀୟ
ସମ୍ବଳ ଅଟେ ?
- ଖଣିଜ ପଦାର୍ଥ
- ସୌର ଶକ୍ତି
- ପବନ ଶକ୍ତି
- ଉଦ୍ଭିଦ
୩. ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃଚକ୍ରୀୟ ପ୍ରକ୍ରିୟା ଦ୍ୱାରା
କେଉଁଟି ଆଉଥରେ ବ୍ୟବହାର ଯୋଗ୍ୟ କରାଯାଇ
ନଥାଏ?
- ମୃତ୍ତିକା
- ଲୁହା
- ତମ୍ବା
- କୋଇଲା
୪. ଉପକୂଳ ଠାରୁ ସମୁଦ୍ର ଆଡକୁ ପ୍ରାୟ ୧୨ ନଟିକାଲ
ମାଇଲ ଦୂରତା ଜଳଭାଗ କେଉଁ ସମ୍ବଳର ଅନ୍ତର୍ଭୁକ୍ତ ?
- ଆନ୍ତର୍ଜାତୀୟ
- ଜାତୀୟ
- ସଂରକ୍ଷଣ
- ସମ୍ବଳ ଭଣ୍ଡାର
୫. ପ୍ରବାହିତ ଜଳ ଯାହା ବିଦ୍ୟୁତ ଉତ୍ପାଦନ ପାଇଁ
ବ୍ୟବହାର ହୋଇପାରୁନାହିଁ ତାହା କେଉଁ ସମ୍ବଳ ?
- ଗୋଷ୍ଠୀଗତ
- ବିକଶିତ
- ସଂରକ୍ଷିତ
- ଅସରନ୍ତି
୬. ଦେଶର ମୋଟ ଜାତୀୟ ଆୟ ନିର୍ଣ୍ଣୟ କରିବା ପାଇଁ
ନିମ୍ନୋକ୍ତ କେଉଁ ତଥ୍ୟର ଆବଶ୍ୟକତା ଅଛି ?
- ଦେଶର ଜନସଂଖ୍ୟା
- ଦେଶର ଶ୍ରମିକ ସଂଖ୍ୟା
- ଦେଶର କୃଷକ ସଂଖ୍ୟା
- ଦେଶର ବହିରାଗତ ଆୟ
୭. ବିକାଶୋନ୍ନୁଖୀ ଦେଶମାନଙ୍କର ମୁଖ୍ୟ ସମସ୍ୟାଟି କ’ଣ?
- ବେକାରୀ
- ଦାରିଦ୍ର୍ୟ
- ଜନସଂଖ୍ୟା ବୃଦ୍ଧି
- ଆର୍ଥିକ ମାନ୍ଦାବସ୍ଥା
୮. ଜଗତୀକରଣ ପ୍ରକ୍ରିୟାର କ୍ରୁଭାବ କେଉଁ ଶିଳ୍ପ ଉପରେ
ପଡିନାହିଁ ?
- ବନସ୍ପତି
- ବ୍ୟାଟେରି
- ଟାୟାର
- କାଗଜ
୯. ବିଶ୍ୱ ବଜାରରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଁ
ନିମ୍ନୋକ୍ତ କେଉଁଟି ଆମର ଦେଶୀୟ କମ୍ପଙ୍କନୀମାନଙ୍କ ଏକ
କର୍ତ୍ତବ୍ୟ ?
- ଉତ୍ପାଦିତ ପରିବ୍ୟୟ ବୃଦ୍ଧି
- ଉତ୍ପାଦିତ ପରିବ୍ୟୟ କମ
- ବ୍ୟାପକ ପ୍ରଚାର
- ସାମଗ୍ରୀ ଓ ସେବାର ଦକ୍ଷତା କମ
୧୦. ବହୁ ରାଷ୍ଟ୍ରୀୟ କମ୍ପଙ୍କନୀମାନେ ନିଜର ଯନ୍ତ୍ରପାତିଗୁଡିକ
କେଉଁ ଦେଶରେ ଉତ୍ପାଦିତ କରିଥାନ୍ତି ?
- ଭାରତ
- ଆମେରିକା
- ଚୀନ
- ମେକ୍ସିକୋ
୧୧. ୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରଣୀତ
ହେବାଯୋଗୁଁ ନିମ୍ନୋକ୍ତ କେଉଁ ସମସ୍ୟାର ବୃଦ୍ଧି ଘଟିଛି ?
- ଦାରିଦ୍ର୍ୟ
- ବେକାରୀ
- ଜନସଂଖ୍ୟା ବୃଦ୍ଧି
- ଆଞ୍ଚଳିକ ବୈଷମ୍ୟ
୧୨. କ୍ଷୁଦ୍ର ଶିଳ୍ପ ସଂସ୍ଥା ଗୁଡିକରେ କେତେ ସଂଖ୍ୟକ ଶ୍ରମିକ
କାର୍ଯ୍ୟରତ ?
- ୨ କୋଟି
- ୫ କୋଟି
- ୬ କୋଟି
- ୧୦ କୋଟି
No comments:
Post a Comment