ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୪
ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୪
Quiz
୧. ମହତାବଙ୍କୁ କିଏ ପର୍ଶୁରାମ ଆଖ୍ୟା ଦେଇଥିଲେ ?
- ଆଠଗଡର ମହାରାଜା
- ଢେଙ୍କାନାଳର ମହାରାଜା
- ନୀଳଗିରିର ମହାରାଜା
- କଳାହାଣ୍ଡିର ମହାରାଜା
୨. ପୂର୍ବାଞ୍ଚଳ ଗଡଜାତ ସଂଘ କେବେ ଠାରୁ କାର୍ଯ୍ୟକ୍ଷମ ହେଲା ?
- ୧୯୪୭ ଅଗଷ୍ଟ ୧
- ୧୯୪୭ ଅଗଷ୍ଟ ୧୫
- ୧୯୪୮ ମେ ୩
- ୧୯୪୮ ଜୁଲାଇ ୨୬
୩. ଗଡଜାତ ରାଜ୍ୟଗୁଡିକର ମିଶ୍ରଣ ପରେ ଓଡିଶାକୁ
କେତୋଟି ଜିଲ୍ଲାରେ ବିଭକ୍ତ କରାଗଲା ?
- ୧୩
- ୧୫
- ୧୮
- ୩୦
୪. ୧୯୪୮ ମେ ୧୮ ତାରିଖରୁ ଷଢେଇକଳା ଓ ଖରସୁଆଁ
କେଉଁ ପ୍ରଦେଶ ସହ ମିଶିଗଲା ?
- ଓଡିଶା
- ପଶ୍ଚିମବଙ୍ଗ
- ବିହାର
- ମଧ୍ୟପ୍ରଦେଶ
୫. ଗଡଜାତ ରାଜ୍ୟଗୁଡିକର ମିଶ୍ରଣ ପରେ ଓଡିଶା
ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା କେତେ ହେଲା ?
- 60
- 31
- 91
- 147
୬. ଗୋଆର ପର୍ତ୍ତୁଗୀଜ ଗଭର୍ଣ୍ଣର କେବେ ଶରଣ ପତ୍ରରେ
ସ୍ୱାକ୍ଷର କଲେ?
- ୧୯୬୧ ଡିସେମ୍ବର ୧୮
- ୧୯୬୧ ଡିସେମ୍ବର ୧୯
- ୧୯୬୨ ଜାନୁୟାରୀ ୨୬
- ୧୯୬୨ ମାର୍ଚ୍ଚ ୧୪
୭. ଫରାସୀ ଉପନିବେଶ ଗୁଡିକର କ୍ଷେତ୍ରଫଳ କେତେ ବର୍ଗ
କି.ମି ଥିଲା ?
- ୪୮୦
- ୫୧୦
- ୫୯୦
- ୬୨୫
୮. ଆଂଗୋଲା ଦେଶଟି କେଉଁ ମହାଦେଶର ଅଟେ ?
- ୟୁରୋପ
- ଏସିଆ
- ଆମେରିକା
- ଆଫ୍ରିକା
୯. ଗୋଆରେ କେବେ ସାଧାରଣ ନିର୍ବାଚନ ହେଲା ?
- ୧୯୬୧
- ୧୯୬୨
- ୧୯୬୩
- ୧୯୬୪
୧୦. ଏଡୱାର୍ଡ୍ ଗୋବର୍ଟ କେଉଁଠାରେ ଜନଆନ୍ଦୋଳନକୁ
ଦମନ କରିବାକୁ ଚେଷ୍ଟା କରିଥିଲେ ?
- ଗୋଆ
- ପଡୁଚେରୀ
- ଦାମନ
- ୟାନାମ
୧୧. ଆମ ଦେଶରେ କେବେ ଜାତୀୟ ଉନ୍ନୟନ ପରିଷଦ
ଗଠିତ ହେଲା ?
- ୧୯୪୭ ନଭେମ୍ବର ୭
- ୧୯୫୦ ଜାନୁୟାରୀ ୨
- ୧୯୫୧ ମେ ୧୦
- ୧୯୫୨ ଅଗଷ୍ଟ ୬
୧୨. ସପ୍ତମ ପଞ୍ଚବାର୍ଷିକ ଯୋଜନା କାଳରେ ଖାଦ୍ୟ ଉତ୍ପାଦନ
ଶତକଡା କେତେ ବୃଦ୍ଧି ପାଇଲା ?
- ୩.୫%
- ୩.୦୫%
- ୩.୨୩%
- ୩.୨୫%
୧୩. ନବମ ପଞ୍ଚବାର୍ଷିକ ଯୋଜନାର ଅଭିବୃଦ୍ଧି ହାର ଲକ୍ଷ୍ୟ
ଶତକଡା କେତେ ଥିଲା ?
- ୬.୫ %
- ୫.୬%
- ୭.୧%
- ୫.୫%
୧୪. ଆମ ଦେଶରେ କେଉଁ ମସିହାରେ ନୂଆ ଶିଳ୍ପନୀତି ଘୋଷିତ ହେଲା?
- ୧୯୪୮
- ୧୯୫୪
- ୧୯୫୯
- ୧୯୫୬
୧୫. ଗୋଟିଏ ଦେଶର ଅର୍ଥନୀତିକୁ ବିଶ୍ୱ ଅର୍ଥନୀତି
ମହାସ୍ରୋତରେ ସାମିଲ କରିବାକୁ କ’ଣ କୁହାଯାଏ ?
- ଘରୋଇକରଣ
- ଉଦାରୀକରଣ
- ଜଗତୀକରଣ
- ନବୀକରଣ
୧୬. ସ୍ୱତନ୍ତ୍ର ପରମାଣୁ ଶକ୍ତି ବିଭାଗ କେବେ ଆମ ଦେଶ
ସରକାର ଖୋଲିଲେ ?
- ୧୯୪୭
- ୧୯୪୯
- ୧୯୫୪
- ୧୯୬୧
୧୭. ଶ୍ରୀହରିକୋଟା ଉପଗ୍ରହ ପ୍ରେରଣ କେନ୍ଦ୍ର କେଉଁ ପ୍ରଦେଶରେ?
- ଆନ୍ଧ୍ର୍ରଦେଶ
- ତାମିଲନାଡୁ
- କେରଳ
- କର୍ଣ୍ଣାଟକ
୧୮. ଇନ୍ଦୋରଠାରେ କେଉଁ ମସିହାରେ ଉନ୍ନତ ବୈଷୟିକ ଜ୍ଞାନ
କେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ପ୍ରତିଷ୍ଠା କରାଗଲା ?
- ୧୯୮୪
- ୧୯୮୮
- ୧୯୯୦
- ୧୯୯୧
୧୯. ‘ଅଗ୍ନି’ କ୍ଷେପଣାସ୍ତ୍ରକୁ କେଉଁଠାରୁ ପରୀକ୍ଷା କରାଯାଇଥିଲା?
- ଶ୍ରୀହରିକୋଟା
- କୋଚି
- ବିଶାଖାପାଟଣା
- ଚାନ୍ଦିପୁର
୨୦. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଆଣବିକ ରିଆକ୍ଟର ନୁହେଁ?
- ଧ୍ରୁବ
- ଆକାଶ
- ଅପସରା
- କାମିନୀ
୨୧. ଆମ ଦେଶରେ କେତୋଟି ଏକ ସଦସ୍ୟ ବିଶିଷ୍ଟ
ସଂସଦୀୟ ନର୍ବାଚନ ମଣ୍ଡଳୀ ରହିଛି ?
- ୧୪୭
- ୨୫୦
- ୫୪୫
- ୫୪୩
୨୨. ନିମ୍ନଲିଖିତ ମଧ୍ୟରୁ କିଏ ରାଷ୍ଟ୍ର ତି ନିର୍ବାଚନରେ
ମତଦାନ କରିନଥାନ୍ତି ?
- ଲୋକସଭାର ନିର୍ବାଚିତ ସଦସ୍ୟ
- ଲୋକସଭାର ମନୋନୀତ ସଦସ୍ୟ
- ରାଜ୍ୟସଭାର ନିର୍ବାଚିତ ସଦସ୍ୟ
- ରାଜ୍ୟ ବିଧାନସଭାର ସଦସ୍ୟ
୨୩.ଭାରତର ନିର୍ବାଚନ ଆୟୁକ୍ତମାନଙ୍କୁ କିଏ ନିଯୁକ୍ତି ଦିଅନ୍ତି?
- ପ୍ରଧାନମନ୍ତ୍ରୀ
- ନିର୍ବାଚନ ଆୟୋଗ
- ରାଷ୍ଟ୍ରପତି
- ରାଜ୍ୟପାଳ
୨୪. ନିମ୍ନଲିଖିତ ମଧ୍ୟରୁ କେଉଁ ନିର୍ବାଚନରେ ଦଳୀୟ
ସଂକେତ ବ୍ୟବହାର ହୁଏ ନାହିଁ ?
- ଲୋକସଭା
- ରାଜ୍ୟ ବିଧାନସଭା
- ସରପଞ୍ଚ
- ଜିଲ୍ଲାପରିଷଦ ସଦସ୍ୟ
୨୫. ଆଦର୍ଶ ଆଚରଣବିଧି ଉଲଂଘନ କ୍ଷେତ୍ରରେ ପାର୍ଥୀଙ୍କ
ପାଇଁ କିଏ ଦଣ୍ଡବିଧାନ କରିଥାନ୍ତି ।
- ନିର୍ବାଚନ ଆୟୋଗ
- ଉଚ୍ଚତମ ନ୍ୟାୟାଳୟ
- ଉଚ୍ଚ ନ୍ୟାୟାଳୟ
- ଅଧସ୍ତନ ନ୍ୟାୟାଳୟ
No comments:
Post a Comment