ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
Quiz
Zn+CuSO4=ZnSO4+Cu ରାସାୟନିକ ସମୀକରଣଟି କେଉଁ ପ୍ରକାରର ପ୍ରତିକ୍ରିୟା?
- ସଂଶ୍ଳେଷଣ
- ଦ୍ଵୈତ ବିସ୍ଥାପନ
- ବିଘଟନ
- ବିସ୍ଥାପନ
ରୂପାର ଉପକରଣ ଗୁଡିକ କିଛି ସମୟ ବାଯୁରେ ରହିଲେ କଳା ପଡିଯାଏ । ନିମ୍ନୋକ୍ତ ପଦାର୍ଥ ମଧ୍ୟରୁ କେଉଁଟି ଏଥିପାଇଁ ଦାୟୀ?
- ସିଲଭର ଅକ୍ସାଇଡ
- ସିଲ୍ଭର କ୍ଲୋରଇଡ
- ସିଲଭର ସଲଫାଇଡ
- ସିଲଭର କାର୍ବୋନେଟ
Fe2O3+2Al=Al2O3+2Fe ରାସାୟନିକ ସମୀକରଣଟି କେଉଁ ପ୍ରକାର ପ୍ରତିକ୍ରିୟା?
- ସଂଶ୍ଲେଷଣ ପ୍ରତିକ୍ରିୟା
- ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା
- ବିଘଟନ ପ୍ରତିକ୍ରିୟା
- ବିସ୍ଥାପନ ପ୍ରତିକ୍ରିୟା
ନିମ୍ନୋକ୍ତ ରାସାଯନିକ ପ୍ରତିକ୍ରିୟାଟି କେଉଁ ପ୍ରକାର ପ୍ରତିକ୍ରିୟା? Pb+CuCl4=PbCl2+Cu
- ଦ୍ଵୈତ ବିସ୍ଥାପନ ପ୍ରତିକ୍ରିୟା
- ସଂଶ୍ଲେଷଣ ପ୍ରତିକ୍ରିୟା
- ବିସ୍ଥାପନ ପ୍ରତିକ୍ରିୟା
- ପରଶମନି କରଣ
କେଉଁଟି ଏକ ଟପା ଉତ୍ପାଦୀ ରାସାଯନିକ ପ୍ରତିକ୍ରିୟା ଅଟେ ?
- 2AgBr=2Ag+Br2
- CH4+2O2=CO2+2H2O
- CaCO3=CaO+CO2
- Pb+CuCl2=PbCl2+Cu
କେଉଁ ରାସାୟନିକ ପ୍ରତିକ୍ରିୟାଟି ସଂଘଟିତ ହୋଇପାରିବ ନହିଁ?
- Fe+CuSO4=FeSO4+Cu
- Zn+CuSO4=ZnSO4+Cu
- Pb+Cucl2=PbCl2+Cu
- 2Ag+CuCl2=2AgCl+Cu
Fe2O3+3CO=2Fe+3CO2 ଦତ୍ତ ରାସାୟନିକ ପ୍ରତିକ୍ରିୟା ସମ୍ପର୍କିତ ଠିକ ଉକ୍ତି କେଉଁଟି?
- Fe ହେଉଛି ବିଜାରିତ ଉତ୍ପାଦ ଏବଂ CO ହେଉଛି ବିଜାରକ
- CO2 ହେଉଛି ବିଜାରିତ ଉତ୍ପାଦ ଏବଂ Fe2O3 ହେଉଛି ବିଜାରକ
- Fe ହେଉଛି ଜାରିତ ଉତ୍ପାଦ ଏବଂ CO ହେଉଛି ଜାରକ
- ଉପରୋକ୍ତ ମଧ୍ୟରୁ କୌଣସି ଉକ୍ତି ଠିକ ନୁହେଁ?
NaCl(aq)+AgNO3(aq)=AgCl(s)+NaNO3(aq) ଏହା କେଉଁ ପ୍ରକାର ରାସାୟନିକ ପ୍ରତିକ୍ରିୟା?
- ସଂଶ୍ଳେଷଣ
- ବିସ୍ଥାପନ
- ଅବକ୍ଷେପଣ
- ଜାରଣ-ବିଜାରଣ
ନିମ୍ନଲିଖିତ କେଉଁ ପ୍ରକ୍ରିୟାଟୀ ତାପଶୋଷୀ ଅଟେ?
- କଳିଛୁଣା ସହ ଜଳର ପ୍ରତିକ୍ରିୟା
- ପ୍ରାକୃତିକ ଗ୍ୟାସର ଦହନ
- ମାର୍ବଲର ତାପୀୟ ଦହନ
- ଗାଢ ଅମ୍ଳର ଜଳରେ ମିଶ୍ରଣ
କେଉଁ ଧାତୁ ଅତି ଲଘୁ ନାଇତ୍ରିକ ଅମ୍ଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ ନିର୍ଗତ କରେ?
- Zn
- Mg
- Cu
- Ca
No comments:
Post a Comment