ନିମ୍ନୋକ୍ତ ଲବଣ ଗୁଡିକ ମଧ୍ୟରୁ କେଉଁଟି ର ଜଳୀୟ ଦ୍ରବଣର ପିଏଚ ମୂଲ୍ୟ 7ରୁ ଅଧିକ ?
- ସୋଡିୟମ କ୍ଲୋରଇଡ
- ପୋଟାଶିଅମ ନାଇଟ୍ରେଟ
- ଏଲୁମିନିଅମ କ୍ଳୋରାଇଡ
- ସୋଡିଅମ ଏସିଟେଟ
ନିମ୍ନୋକ୍ତ ଲବଣ ଗୁଡିକ ମଧ୍ୟରୁ କେଉଁଟି ରେ ସ୍ଫଟିକ ଜଳ ଅଣୁ ସଂଖ୍ୟା ସର୍ବାଧିକ?
- କପର ସଲ୍ଫେଟ
- ଧୋଇବା ସୋଢା
- ପ୍ଲାଷ୍ଟର ଅଫ ପ୍ୟାରିସ
- ଜିପସମ
ଜିପସମ ସ୍ଫଟିକରେ ଥିବା ସ୍ଫଟିକ ଜଳ ଅଣୁ ସଂଖ୍ୟା କେତେ?
- 0.5
- 2
- 5
- 7
କେଉଁଟି ଏକ ଦୁର୍ବଳ ଅମ୍ଳ ଅଟେ?
- HCl
- HNO3
- H2CO3
- H2SO4
କେଉଁ ଜଳୀୟ ଦ୍ରାବଣର pH ମୂଲ୍ୟ 7 ହୋଇପାରେ ?
- ପୋଟାସିୟମ ନାଇଟ୍ରେଟ
- ସୋଡିଅମ କାର୍ବୋନେଟ
- ପୋଟାସିୟମ କ୍ଲୋରାଇଡ
- ସୋଡିଅମ ସଲଫାଇଟ
କେଉଁଟି ଭିନ୍ନ ଶ୍ରେଣୀ ଭୁକ୍ତ ରାସାଯନିକ ଯୌଗିକ ?
- ଖାଇବା ସୋଢା
- ବେକିଙ୍ଗ ସୋଢା
- ଧୋଇବା ସୋଢା
- କଷ୍ଟିକ ସୋଢା
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଦୁର୍ବଳ କ୍ଷାର ?
- NaOH
- NH4OH
- KOH
- Ca(OH)2
ତଟକା କ୍ଷୀରର pH ମୂଲ୍ୟ 6 ଅଟେ। ଏହାକୁ ଦହିରେ ପରିଣତ କାଲେ ଏହାର pH ମୂଲ୍ୟ : କ)କମିବ, ଖ)ବୃଦ୍ଧିହେବ, ଗ)ଅପରିବର୍ତ୍ତିତ ରହିବ
- ,କ , ଠିକ ଏବଂ ଖ ଓ ଗ ଭୁଲ
- ଖ, ଠିକ ଏବଂ କ ଓ ଗ ଭୁଲ
- ଗ, ଠିକ ଏବଂ କ ଓ ଖ ଭୁଲ
- ,କ ଖ ଓ ଗ ଭୁଲ
କେଉଁ ଧାତୁଟି ଅମ୍ଳ ସହ ଓ କ୍ଷାର ସହ ରାସାଯନିକ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ ଗ୍ୟାସ ନିର୍ଗତ ହୋଇଥାଏ?
- Na
- K
- Mg
- Zn
ନିମ୍ନଲିଖିତ ଲବଣଗୁଡିକ ମଧ୍ୟରୁ କେଉଁଟି ଅମ୍ଳୀୟ?
- କପର ସଲ୍ଫେଟ
- ସୋଡିଅମ କ୍ଲୋରାଇଡ
- ସୋଡିଅମ କାର୍ବୋନେଟ
- ପୋଟାସିୟମ ନାଇଟ୍ରେଟ
ସୋଡିଅମ ସଲ୍ଫେଟର ଜଳିଆ ଦ୍ରବଣର pH କେତେ?
- 8
- 7
- 6
- 0
No comments:
Post a Comment