ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୁକ୍ତ ଭାବରେ ମିଳେ?
- Na
- Ag
- Fe
- Zn
ନିମ୍ନୋକ୍ତ କେଉଁ ମୌଳିକଟି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଏକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ସୃଷ୍ଟି କରେ ଓ ତାହା ଜଳରେ ଦ୍ରବଣୀୟ ଅଟେ?
- Fe
- C
- Ca
- Si
କିଛିଦିନ ପାଇଁ ବାୟୁ ସଂସ୍ପର୍ଶ ରେ ଆସିଲେ କେଉଁ ମୌଳିକଟି ରେ ଅନ୍ୟ ତିନୋଟି ଠାରୁ ଭିନ୍ନ ଯୌଗିକର ଆବରଣ ସୃଷ୍ଟି ହୋଇଥାଏ?
- Al
- Zn
- Mg
- Cu
600 ମି ଲି ଗାଢ ହାଇଡ୍ରୋକ୍ଲୋରିକ ଏସିଡ ସହ କେତେ ମି ଲି ଗାଢ ନାଇଟ୍ରିକ ଏସିଡ ମିଶାଇଲେ ଅମ୍ଳରାଜ ପ୍ରସ୍ତୁତ ହେବ?
- 200
- 600
- 1200
- 1800
ନିମ୍ନଲିଖିତ ଧାତୁମାନଙ୍କ ମଧ୍ୟରୁ କେଉଁଟି ଲଘୁ ସଲ୍ଫୁରିକ ଏସିଡ ସହିତ ରାସାୟନିକ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ ହୁଏନାହିଁ?
- Zn
- Al
- Cu
- Mg
ପାରଦ ଧାତୁ ଥିବା ମିଶ୍ର ଧାତୁକୁ କ"ଣ କୁହାଯାଏ?
- ଆଲୋଟ୍ରୋପ
- ସ୍ଵତନ୍ତ୍ର ଆଲୟ
- ଆମାଲଗମ
- ଆଇସୋଟୋପ
ନିମ୍ନୋକ୍ତ କେଉଁ ଧାତୁପିଣ୍ଡ ପାଇଁ ରୋଷ୍ଟିଙ୍ଗ ପ୍ରଣାଳୀ ଅବଲମ୍ବନ କରାଯାଏ?
- HgS
- Al2O3
- NaCl
- ZnCO3
ଆମାଲଗାମ ପ୍ରସ୍ତୁତି ପାଇଁ କେଉଁଟି ନିହାତି ଆବଶ୍ୟକ?
- Ag
- Hg
- Al
- Zn
କେଉଁ କ୍ଷେତ୍ରରେ ବିଦ୍ୟୁତ ବିଶ୍ଲେଶଣର ଆବଶ୍ୟକତା ନାହିଁ?
- ଗାଲଭାନାଇଜିଙ୍ଗ
- ଏନୋଡାଇଜିଙ୍ଗ
- କ୍ରୋମ ପ୍ଲେଟିଙ୍ଗ
- ଉପରୋକ୍ତ ସମସ୍ତ କ୍ଷେତ୍ରରେ
ଧାତୁମାନଙ୍କର ପ୍ରତିକ୍ରିୟାଶୀଳତାର କ୍ରମ ଅନୁଯାୟୀ କେଉଁଟି ଠିକ?
- Na<Cu<Mg<Au
- Cu<Mg<Na<Au
- Mg<Cu<Au<Na
- Au<Cu<Mg<Na
ନିମ୍ନ ଅକସାଇଡଗୁଡିକ ମଧ୍ୟରୁ କେଉଁ ଗୁଡିକ ଏମ୍ଫୋଟେରିକ ?
- CaO
- MgO
- Al2O3
- CuO
ଭାରତରେ ସାଧାରଣ ଭାବେ ବ୍ୟବହୃତ ସୁନା ଅଳଙ୍କାର ଗୁଡିକ କେଉଁଥିରେ ତିଆରି ?
- ଆମାଲଗାମ
- ଶୁଦ୍ଧ ଧାତୁ
- ଉପଧାତୁ
- ମିଶ୍ରଧାତୁ
ନିମ୍ନଲିଖିତ କେଉଁ ଧାତୁ ପାଇଁ ରୋଷ୍ଟିଙ୍ଗ ପ୍ରଣାଳୀ ଅବଲମ୍ବନ କରାଯାଏ?
- NaCl
- ZnS
- CuCO3
- Al2O3.2H2O
No comments:
Post a Comment