ବୃଷ୍ଟିପାତର ତାରତମ୍ୟ ହେତୁ ନିମ୍ନୋକ୍ତ କେଉଁ ଉଦ୍ଭିଦଟି ଅନ୍ୟ ତିନୋଟି ଠାରୁ ଭିନ୍ନ ଅଞ୍ଚଳରେ ଦେଖାଯାଏ।
- ଅକାଶିଆ
- କାକ୍ଟସ
- ବାବୁଲ
- ଶିମିଳି
ଭାରତରେ କେଉଁଟି ଏକ ବୋରିୟାଲ ଉଦ୍ଭିଦ ନୁହେଁ।
- ପାଇନ
- ଫିର
- ସାଗୁଆନ
- ଜୁନିପାର
ନିମ୍ନୋକ୍ତ ରାଜ୍ୟମାନଙ୍କ ମଧ୍ୟରୁ କେଉଁତିରେ ଅଧିକ ଅରଣ୍ୟ ରହିଛି ?
- ଆନ୍ଧ୍ର ପ୍ରଦେଶ
- ମଧ୍ୟ ପ୍ରଦେଶ
- ଓଡିଶା
- ପଞ୍ଜାବ
ବାର୍ଷିକ ହାରାହାରି 50 ସେମିରୁ 75 ସେମି ବୃଷ୍ଟିପାତ ଅଞ୍ଚଳରେ କେଉଁ ପ୍ରକାର ଅରଣ୍ୟ ଦେଖା ଯାଏ ?
- କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚି
- କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚି
- କ୍ରାନ୍ତୀୟ ଆର୍ଦ୍ର ଅର୍ଦ୍ଧ ଚିରହରିତ
- କ୍ରାନ୍ତୀୟ କଣ୍ଟାବଣ ଓ ଗୁଳ୍ମ
ଭାରତର କେଉଁ ଅଞ୍ଚଳରେ ଧଳା ବାଘ ଦେଖାଯାନ୍ତି ?
- କୁମାଯୁନ ହିମାଳୟ
- ରେୱା ମାଳଭୂମି
- ଶିମିଳିପାଳ ପର୍ବତ
- ସୁନ୍ଦରବନ ତ୍ରିକୋଣଭୂମି
ନିମ୍ନୋକ୍ତ କେଉଁ ସ୍ଥାନ ସମୂହ ପକ୍ଷୀବିହାର ପାଇଁ ପ୍ରସିଦ୍ଧ ?
- ଚିଲିକା,ବେଦନ୍ତାଙ୍ଗୁଲ,କଳିମର,ରନ୍ଥାମ୍ବୋର
- ଚିଲିକା,ବେଦନ୍ତାଙ୍ଗୁଲ,କଳିମର,ଡାଚିଗ୍ରାମ
- ରନ୍ଥାମ୍ବୋର,ବେଦନ୍ତାଙ୍ଗୁଲ,କଳିମର,ଡାଚିଗ୍ରାମ
- ରନ୍ଥାମ୍ବୋର,ଚିଲିକା,କଳିମର,ଡାଚିଗ୍ରାମ
ପଦ୍ମଜା ନାଇଡୁ ହିମାଳୟନ ଉଦ୍ୟାନ କେଉଁ ପ୍ରାଣୀ ସଂରକ୍ଷଣ ପାଇନ ପ୍ରସିଦ୍ଧ ?
- ଲାଲ ପାଣ୍ଡା
- ଗଣ୍ଡା
- ଧଳାବାଘ
- ସିଂହ
ନିମ୍ନୋକ୍ତ ମଧ୍ୟରୁ କେଉଁଟି ବ୍ୟାଘ୍ର ପ୍ରକଳ୍ପ ଯୋଜନାର ଅନ୍ତର୍ଗତ ?
- ମାନସ , ପାଲାମୁ , ନମଜାଫା, ୱାଇନାଡ
- ମାନସ , ନମଜାଫା, ୱାଇନାଡ, ରନ୍ଥାମ୍ଭୋର
- ମାନସ , ରନ୍ଥାମ୍ଭୋର , ପାଲାମୁ ୱାଇନାଡ
- ମାନସ , ନମଜାଫା, ପାଲାମୁ , ରନ୍ଥାମ୍ଭୋର
ଆମ ଦେଶରୁ କେତୋଟି ଉଦ୍ଭିଦ ଲୋପ ପାଇଛନ୍ତି ?
- 40
- 30
- 20
- 10
ନିମ୍ନୋକ୍ତ କେଉଁ ଗଛର ରସରୁ କର୍କଟ ରୋଗର ଔଷଧ ତିଆରି ହୁଏ ?
- ସିଲଭର
- ଦେବଦାରୁ
- ୟିଉ
- ସାଗୁଆନ
No comments:
Post a Comment