କେଉଁ ସକ୍ରିୟ ଗୃପ ରେ କାର୍ବନ ନ ଥାଏ?
- ଆଲ୍କହଲ
- ଆଲଡେହାଇଡ
- କିଟୋନ
- କାାର୍ବୋକ୍ଶିଲିକ ଏସିଡ
ଆଲକାଇନ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ-କାର୍ବନ ମଧ୍ୟରେ କେତୋଟି ସହ ସ॰ଯୋଜୀ ବନ୍ଧ ରହିଛି?
- 3
- 4
- 5
- 6
କେଉଁଟି କାର୍ବନର ଭିନ୍ନ ରୂପ ନୁହେଁ?
- ଫୁଲେରିନ
- ହୀରା
- ଗ୍ରାଫାଇଟ
- କୋଇଲା
ପ୍ରୋପିନ(C3H6) ଅଣୁରେ କେତୋଟି ସହ ସଞ୍ଜୋଜି ବନ୍ଧ ରହିଛି ?
- 6
- 7
- 8
- 9
ଆଲକଇନ ଶ୍ରେଣୀର ପଞ୍ଚମ ଯୌଗିକର ଅଣୁ ସଙ୍କେତ ଏବଂ ଆଲ୍କେନ ଶ୍ରେଣୀର ଷଷ୍ଠ ଯୌଗିକର ଅଣୁ ସଙ୍କେତ ମଧ୍ୟରେ ପାର୍ଥକ୍ୟ ହେଉଛି :
- C2H4
- CH2
- 4H
- 2H
ନିମ୍ନୋକ୍ତ ମଧ୍ୟରୁ କେଉଂଟିର ଅଣୁ ସରଞ୍ଚନାରେ ତ୍ରିବନ୍ଧ ଅଛି?
- C2H8
- C2H6
- C3H4
- C2H4
ପୃକ୍ତ ହାଇଡ୍ରୋକାର୍ବନ ଗୁଡିକର ଏକ ଅଣୁରେ ସର୍ବନିମ୍ନ କେତୋଟି କାର୍ବନ ପରମାଣୁ ଥିଲେ ଆଇସୋମର ହୋଇପାରିବ?
- 3
- 4
- 5
- 6
ଗୋଟିଏ ଅଣୁର ଆଣବିକ ସଂକେତ C2H6O ହେଲେ ଏଥିରେ କେଉଁ ସକ୍ରିୟ ଗୃପଟି ଅଛି?
- -CHO
- -OH
- -CO-
- -COOH
କେଉଁଟିରେ କାର୍ବନ ପରମାଣୁଗୁଡିକ ମଧ୍ୟରେ ସଳଖ ଶୃଙ୍ଖଳ , ଶାଖାଯୁକ୍ତ ଶୃଙ୍ଖଳ ଓ ଚକ୍ରିୟ ଶୃଙ୍ଖଳା ସମ୍ଭବ ପର?
- C6H6
- C6H10
- C6H12
- C6H14
-CO- କଣ ସୁଚାଏ?
- ଆଲକହଲ
- ଆଲଡ଼ିହାଇଡ
- ିଟୋନକ
- କାର୍ବୋକ୍ଶିଲିକ ଏସିଡ
-
No comments:
Post a Comment