କେଉଁଟି ପରିବେଶ ମଧ୍ୟରେ ଥିବା ଅନ୍ତର୍ନିର୍ଭରଶୀଳତାର କେନ୍ଦ୍ରବିନ୍ଦୁ ?
- ଅନୁଷ୍ଠାନ
- ମନୁଷ୍ୟ
- ପ୍ରକୃତି
- ପ୍ରାଦ୍ୟୋଗ
ଭାରତୀୟ ରେଳପଥ କେଉଁ ପ୍ରକାର ସମ୍ବଳର ଅନ୍ତର୍ଗତ ?
- ଆନ୍ତର୍ଜାତୀୟ
- ଜାତୀୟ
- ଗୋଷ୍ଠୀଗତ
- ସ୍ଥାନୀୟ
ଉତ୍ପତ୍ତି ଅନୁସାରେ କେଉଁ ସମ୍ବଲଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?
- ଜଳ
- ମୃତ୍ତିକା
- ଅରଣ୍ୟ
- ଖଣିଜ
କେଉଁଟି ଏକ ପୂରଣୀୟ ସମ୍ବଳ ?
- କୋଇଲା
- ଖଣିଜ ତୈଳ
- ଖଣିଜ ପଦାର୍ଥ
- ଭୂ-ତାପୀୟ ଶକ୍ତି
ଭାରତରେ ନିମ୍ନୋକ୍ତ କେଉଁ ପ୍ରକାର ଭୂ-ବ୍ୟବହାରର ଆଞ୍ଚଳିକ ବିସ୍ତୃତି ସର୍ବାଧିକ ?
- କୃଷିଭୂମି
- ଅରଣ୍ୟଭୂମି
- ଚାରଣଭୂମି
- ଅନାବାଦି ଓ ପତିତ ଭୂମି`
ଭୂ-ବ୍ୟବହାର ଦୃଷ୍ଟିକୋଣରୁ ନିମ୍ନୋକ୍ତ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ ?
- ଜନବସତି ଅଞ୍ଚଳ
- ଖଣି ଅଞ୍ଚଳ
- ଗୋଚର ଭୂମି
- ଜଳଭୂମି
ନିମ୍ନୋକ୍ତ କେଉଁ ରାଜ୍ୟରେ କୃଷ୍ଣ ମୃତ୍ତିକା ଦେଖାଯାଏ ?
- ଉତ୍ତରପ୍ରଦେଶ
- ମଧ୍ୟପ୍ରଦେଶ
- ହିମାଚଳ ପ୍ରଦେଶ
- ଅରୁଣାଚଳ ପ୍ରଦେଶ
ନିମ୍ନୋକ୍ତ କେଉଁ ମୃତ୍ତିକାତି ଅନ୍ୟଟିନିପ୍ରକାର ମୃତ୍ତିକାର ସମପରିମାଣର ମିଶ୍ରଣ ହେତୁ ସୃଷ୍ଟ ?
- ପଟ୍ଟୁ
- ବାଲିଆ
- ମଟାଳ
- ଦୋରସା
କେଉଁ ଅଞ୍ଚଳରେ ରୋଗୋଲିଥ ମୃତ୍ତିକା ଦୃଷ୍ଟିଗୋଚର ହୁଏ ?
- ଅରାବଳି ପର୍ବତ ପାର୍ଶ୍ଵ
- ସୌରଷ୍ଟ୍ର
- ଜଏସାଲ୍ମେର
- ପୋଖରାନ
କେଉଁ ପ୍ରକାର ଅରଣ୍ୟକୁ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବରେ ଶୋଲାସ କୁହାଯାଏ ?
- ଉପକ୍ରାନ୍ତୀୟ ଆର୍ଦ୍ର ପାଇନ
- ନାତିଶୀତୋଷ୍ଣ ପାର୍ବତ୍ୟ
- ଉପକ୍ରାନ୍ତୀୟ ଶୁଷ୍କ ଚିରହରିତ
- ଉପକ୍ରାନ୍ତୀୟ ଆର୍ଦ୍ର ପାର୍ବତ୍ୟ
No comments:
Post a Comment