ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୪
ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୪
Quiz
୧. ୨୦୧୫ ମସିହା ସୁଦ୍ଧା ପୃଥିବୀର ପ୍ରାୟ କେତେ କୋଟି
ଲୋକ ଜଳ ସଙ୍କଟର ସମ୍ମୁଖୀନ ହେବେ?
- ୧୫୦
- ୨୦୦
- ୧୭୫
- ୨୨୫
୨. ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟି ପ।ତ ପରିମାଣର ଶତକଡ଼ା
କେତେଭାଗ ଭାରତ ପାଇଥାଏ?
- ୪
- ୮
- ୧୨
- ୧୫
୩. କେଉଁଟି ଜଳାଭାବର ଏକ କାରଣ ନୁହେଁ?
- ବୃଷ୍ଟି ପ।ତର ଅନିଶ୍ଚିତତା
- ଜଳର ଅତ୍ୟଧିକ
ଆବଶ୍ୟକତା - ଲୋକଙ୍କଠାରୁ ଜଳ ଉତ୍ସର ନିକଟବର୍ତ୍ତୀତା
- ଦ୍ରୁତନଗରୀକରଣ ଓ ସହରୀକରଣ
୪. କୃଷିକ୍ଷେତ୍ରରେ ବୃଷ୍ଟିଜଳ ସଂଗ୍ରହ ପାଇଁ ନିର୍ମିତ ସଂରଚନା
ଦୃଷ୍ଟିରୁ କେଉଁ ଯୋଡ଼ିଟି ଠିକ୍?
- କୁଲ୍ ଓ ଗୁଲ୍
- ଟନ୍କା ଓ ଗୁଲ
- ଜୋହାଦ୍ ଓ
ଟନ୍କା - ଖାଡିନ୍ ଓ ଜୋହାଦ୍
୫. କୃଷକ କୂପ କିମ୍ବା ନଳକୂପ ଦ୍ୱାରା ଜଳ ଉପଯୋଗ କରି କୃଷିକାର୍ଯ୍ୟ
କରିବା ଦ୍ୱାରା ନିମ୍ନୋକ୍ତ କେଉଁ ପରିଣାମଟି ହୋଇନଥାଏ?
- ଆର୍ଥିକ ଅମଳ ବାଧାପ୍ରାପ୍ତ
- ଭୂଗର୍ଭ ଜଳସ୍ତର ହ୍ରାସ
- ଖାଦ୍ୟ ସୁରକ୍ଷା ବିପନ୍ନ
- ଜଳର ଉପଲବ୍ଧ ବିପନ୍ନ
୬. ସାବରମତି ନଦୀ ଅବବାହିକା ଅଞ୍ଚଳରେ ଚାଷୀମାନେ
କାହିଁକି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ?
- ଗୁଜୁରାଟ ସରକାର ଚାଷୀମାନଙ୍କୁ ଋଣଛାଡ ନକରିବାରୁ
- ବହୁ ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିବାରୁ
- ସରକାର ସହରାଞ୍ଚଳକୁ ଜଳଯୋଗାଣରେ ଅଗ୍ରାଧିକାର ଦେବାରୁ
- କୃଷିକ୍ଷେତ୍ର ଜଳମଗ୍ନ ହେବାରୁ
୭. କେଉଁ ନଦୀବନ୍ଧ ଯୋଜନା ଯୋଗୁଁ ଉଭୟ କର୍ଣ୍ଣାକଟ
ଓ ଆନ୍ଧ୍ର ପ୍ରଦେଶରେ କୃଷି ଓ ଶିଳ୍ପ କ୍ଷେତ୍ରରେ କୁ ପ୍ରଭାବ
ପଡିବ ବୋଲି ଆଶଙ୍କା କରାଯାଉଛି?
- ନାଗାର୍ଜୁନ ସାଗର ଯୋଜନା
- ମେଟୁର
- କୋୟନା
- ପେରିୟାର
୮.ଭାରତର ନଦୀମାନଙ୍କ ପ୍ରତି ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଦ
ସୃଷ୍ଟି କରୁନାହିଁ?
- ଜନସଂଖ୍ୟା ବୃଦ୍ଧି
- ନଦୀବନ୍ଧ ଦୃଢୀକରଣ
- କୃଷିର ଆଧୁନିକୀକରଣ
- ଦ୍ରୁତ ଶିଳ୍ପାୟନ ଓ ସହରୀକରଣ
୯. ନିମ୍ନୋକ୍ତ ମଧ୍ୟରୁ କାହା ଅନୁସାରେ ନଦୀବନ୍ଧଗୁଡିକୁ
ବର୍ଗୀକରଣ କରାଯାଇନଥାଏ ?
- ସଂରଚନା
- ଉଚ୍ଚତା
- ଉଦ୍ଦେଶ୍ୟ
- ଦୀର୍ଘତା
୧୦. କେଉଁଟି ‘ନର୍ମଦା ବଞ୍ଚାଅ’ ଆନ୍ଦୋଳନ ସହ ସାମିଲ ନଥିଲା?
- ବନ୍ଧର ଉପର ମୁଣ୍ଡରେ ମରୁଡି ପଡିବା
- ବୃକ୍ଷ ଜଳମଗ୍ନ ହେବା
- ବିସ୍ଥାପିତମାନଙ୍କର ପୁନର୍ବାସ
- ବିସ୍ଥାପିତଙ୍କର ଥଇଥାନ
୧୧. ଆମ ଦେଶରେ କେଉଁ ରାଜ୍ୟ ଛାତ ଉପରେ ବୃଷ୍ଟିଜଳ
ଅମଳ ବ୍ୟବସ୍ଥା ବାଧ୍ୟତାମୂଳକ ବୋଲି ଆଇନ ଲାଗୁ କରିଛନ୍ତି?
- ମେଘାଳୟ
- ଆସାମ
- ତାମିଲନାଡୁ
- କର୍ଣ୍ଣାଟକ
୧୨. ଦନ୍ତମଞ୍ଜନରେ ନିମ୍ନୋକ୍ତ କେଉଁ କ୍ଷୟକାରୀ ଖଣିଜଟି
ଦାନ୍ତସଫା କରିବାରେ ସାହାଯ୍ୟ କରିନଥାଏ ?
- ଟାଇଟାନିୟମ
- ଆଲୁମିନିୟମ ଅକ୍ସାଇଡ୍
- ଚୂନପଥର
- ବାଲୁକା
୧୩. ଆମେ ପ୍ରତିଦିନ ଯେତେ ପୌଷ୍ଟିକତା ଆବଶ୍ୟକ କରୁ,
ସେସବୁରେ ଖଣିଜ ପଦାର୍ଥର ମାତ୍ରା ଶତକଡା କେତେ ?
- ୦.୫
- ୧.୩
- ୧.୪
- ୦.୩
୧୪. କେଉଁ ଶିଳା ଗୋଟିଏ ମାତ୍ର ଖଣିଜରେ ତିଆରି ?
- ଡୋଲୋମାଇଟ୍
- ଆଗ୍ନେୟଶିଳା
- ଚୂନପଥର
- ରୂାନ୍ତରିତ ଶିଳା
୧୫. କେଉଁଟି ଅଧାତବ ଖଣିଜ ନୁହେଁ ?
- ସଲଫର
- କୋବାଲ୍ଟ
- ପଟାସ
- ଗ୍ରାନାଇଟ
୧୬. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅବକ୍ଷିପ୍ତ ଶିଳାରେ ମିଳୁଥିବା
ଏକ ମୁଖ୍ୟ ଖଣିଜ ନୁହେଁ ?
- ମ୍ୟାଗ୍ନେସିୟମ
- ଜିସମ୍
- ପଟାସ
- ସୋଡିୟମ
୧୭. ଭୂ-ପୃଷ୍ଠସ୍ଥ ଶିଳାର ଅପଘଟନ ଏବଂ ଦ୍ରବଣୀୟ ପଦାର୍ଥର
ଅପସାରଣ ଦ୍ୱାରା ଯେଉଁ ଅବଶିଷ୍ଟାଂଶ ଅବକ୍ଷୟିତ ପଦାର୍ଥ
ପଡିରହେ, ସେଥିରେ କେଉଁ ଖଣିଜ ପିଣ୍ଡ ରହିଯାଏ ?
- କ୍ରୋମାଇଟ୍
- ମାଙ୍ଗାନିଜ
- ବକ୍ସାଇଟ୍
- ସୀସା
୧୮. କେଉଁଟି ପ୍ଲାସର ନିକ୍ଷେପ ପଦ୍ଧତି ଦ୍ୱାରା ସୃଷ୍ଟି ହୋଇଥାଏ ?
- ମାର୍ବଲ
- ସଲଫର
- ନିକେଲ
- ପ୍ଲାଟିନମ୍
୧୯.ସମୁଦ୍ର ଜଳରେ ଅନେକ ଖଣିଜ ପଦାର୍ଥ ଦ୍ରବୀଭୂତ ହୋଇରହିଥିଲେ
ମଧ୍ୟ କେଉଁ କାରଣରୁ ଏହାର ଅର୍ଥନୈତିକ ତାତ୍ପର୍ଯ୍ୟ ନଥାଏ?
- ଖଣିଜର ମାତ୍ରା କମ୍
- ଉତ୍ତୋଳନ ବ୍ୟୟସାପେକ୍ଷ
- ଏଗୁଡିକ ବିକ୍ଷିପ୍ତ
- ଶିଳ୍ପଦ୍ୟୋଗୀମାନଙ୍କର ଆଗ୍ରହ
୨୦. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମୁଦ୍ର ଜଳରୁ ମିଳିନଥାଏ ?
- ଲବଣ
- ପଟାସ
- ମ୍ୟାଗ୍ନେସିୟମ
- ବ୍ରୋମିନ
୨୧. କେଉଁ ରାଜ୍ୟରେ ଅନେକ ଲୌହବିହୀନ ଖଣିଜ ଭଣ୍ଡାର ଅଛି ?
- ଝାଡଖଣ୍ଡ
- ତାମିଲନାଡୁ
- ଛତିଶଗଡ
- ରାଜସ୍ଥାନ
୨୨.ହେମାଟାଇଟ ଲୁହାପଥର ମିଳୁଥିବା ବଇଲାଡିଲା ପାହାଡ
କେଉଁଠି ଅବସ୍ଥିତ?
- କେନ୍ଦୁଝର
- ସିଂହଭୂମି
- ବସ୍ତର
- ମୟୁରଭଞ୍ଜ
୨୩. ଭାରତରେ ଉତ୍ପାଦିତ ମୋଟ ମାଙ୍ଗାନିଜର ଶତକଡ଼ା
କେତେଭାଗ କେବଳ ଓଡିଶାରେ ମିଳିଥାଏ ?
- ୨୨
- ୧୫
- ୩୩
- ୪୨
୨୪.କେଉଁ ଖଣିଜଟି ଉଭୟ ସିମେଣ୍ଟ ଶିଳ୍ପର ଏକ ମୌଳିକ କଞ୍ଜାମାଲ
ଓ ବ୍ଲାଷ୍ଟ ଫରନେସ୍ରେ ଲୁହାପଥର ତରଳାଇବା ପାଇଁ ଅପରିହାର୍ଯ୍ୟ?
- ଅଭ୍ର
- କୋଇଲା
- ମାଙ୍ଗାନିଜ
- ଚୂନପଥର
୨୫. ନିମ୍ନଲିଖିତ ଖଣିଜ ମଧ୍ୟରୁ କେଉଁଟି ଝାଡଖଣ୍ଡର
କୋଦର୍ମାଠାରେ ଅଧିକ ଉତ୍ତୋଳିତ ହୋଇଥାଏ ?
- ବକ୍ସାଇଟ୍
- ଅଭ୍ର
- ତମ୍ବା
- ଦସ୍ତା
No comments:
Post a Comment