ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୬
ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୬
Quiz
୧. ଭାରତରେ କେବେଠାରୁ ବିନିର୍ମାଣ ଉଦ୍ୟୋଗର ବିକାଶ
ଓ ପ୍ରସାର ଆରମ୍ଭ ହୋଇଛି ?
- ୧୯୫୦
- ୧୯୫୧
- ୧୯୪୭
- ୧୯୫୪
୨. ବିନିର୍ମାଣ ଉଦ୍ୟୋଗର ସବୁଠାରୁ କ୍ଷୁଦ୍ର ଏକକ କିଏ ?
- ମୌଳିକ ଶିଳ୍ପ
- ସମବାୟ ଶିଳ୍ପ
- କ୍ଷୁଦ୍ର ଶିଳ୍ପ
- କୁଟୀର ଶିଳ୍ପ
୩. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉଭୟ ଖାଉଟି ଶିଳ୍ପ ଓ
କୃଷିଭିତ୍ତିକ ଶିଳ୍ପର ଅନ୍ତର୍ଗତ ?
- ଚାହା
- ସାବୁନ
- ବିସ୍କୁଟ
- କାର୍ପାସ
୪. କେଉଁଟି ଗୋଟିଏ କୃଷିଭିତ୍ତିକ ଶିଳ୍ପ ନୁହେଁ ?
- କାର୍ପାସ
- ଝୋଟ
- କାଗଜ
- ବନସ୍ପତି ତେଲ
୫. ସ୍ୱତ୍ତ୍ୱାଧିକାର ଦୃଷ୍ଟିରୁ କେଉଁ ଯୋଡିଟି ଅଲଗା ?
- ରାଷ୍ଟ୍ରାୟତ ଶିଳ୍ପ-ଗୁରୁ ବୈଦ୍ୟୁତିକ
- ମିଳିତ ଶିଳ୍ପ - କେରଳର କଫି
- ସମବାୟ ଶିଳ୍ପ- ମହାରାଷ୍ଟ୍ରର ଚିନି
- ବେସରକାରୀ ଶିଳ୍ପ-ବଜାଜ ଅଟୋ
୬. ଲୌହଇସ୍ପାତ ଓ ରାଜ୍ୟ ଦୃଷ୍ଟିରୁ କେଉଁ ଯୋଡିଟି ଭିନ୍ନ ?
- ସାଲେମ-ତାଲିମନାଡୁ
- କୁଲଟୀ-ଝାଡଖଣ୍ଡ
- ବର୍ଣ୍ଣୁର- ପଶ୍ଚିମବଙ୍ଗ
- ବିଜୟନଗର-କର୍ଣ୍ଣାଟକ
୭. ସ୍ଥାପନର ସମୟକାଳ ଦୃଷ୍ଟିରୁ କେଉଁଟି ଭିନ୍ନ
ଲୌହଇସ୍ପାତ କାରଖାନା ?
- ସାଲେମ୍
- ଜାମ୍ସେଦ୍ପୁର
- ପୋଟୋନୋଭା
- କୁଲ୍ଟୀ
୮. ‘ଅର୍ସେଲର ମିତ୍ତଲ’ କହିଲେ କ’ଣ ବୁଝାଏ ?
- ଏକ ଜେଟ୍ ଲଢ଼ୁଆ ବିମାନ
- ଏକ ପେଟ୍ରୋ ରସାୟନ କ୍ଷେତ୍ର
- ଏକ ଘରୋଇ ଇସ୍ପାତ କମ୍ପଙ୍କନୀ
- ଏକ ଜାହାଜ ନିର୍ମାଣ କମ୍ପଙ୍କନୀ
୯.ବର୍ତ୍ତମାନ ଭାରତରେ କେତୋଟି ଆଲୁମିନିୟମ କାରଖାନା ଅଛି?
- ୭
- ୮
- ୯
- ୧୦
୧୦. କାଗଜ ଉତ୍ପାଦନ ପାଇଁ ନିମ୍ନୋକ୍ତ କେଉଁ ରାସାୟନିକ
ଦ୍ରବ୍ୟଟି ଅନାବଶ୍ୟକ ?
- ବ୍ଲିଚିଂ ପାଉଡର
- କ୍ଷାରସୋଡା
- କଷ୍ଟିକ ସୋଡା
- ପଟାସ୍
୧୧. ଟଙ୍କା ଛାପିବା ପାଇଁ ଉଦ୍ଦିଷ୍ଟ କାଗଜ କେଉଁଠାରେ
ଉତ୍ପାଦିତ ହେଉଛି?
- ହାଇଦ୍ରାବାଦ
- ଧାନବାଦ
- ହୋସଙ୍ଗାବାଦ
- ଫରିଦାବାଦ
୧୨. ଖଣିଶିଳ୍ପ ପାଇଁ ଆବଶ୍ୟକ ବଡ ବଡ କ୍ରେନ କେଉଁଠି
ତିଆରି ହେଉଛି ?
- ଦୁର୍ଗାପୁର
- ଜାମ୍ସେଦ୍ପୁର
- ଚିତ୍ତରଞ୍ଜନ ନଗର
- ହରିଦ୍ୱାର
୧୩. ଭାରତୀୟ ସ୍ଥଳସେନା ପାଇଁ ଶକ୍ତିମାନ ଟ୍ରକ, ନିଶାନ
ଓ ଜୋଙ୍ଗାଜି୍ କେଉଁଠାରେ ନିର୍ମାଣ କରାଯାଉଛି?
- ପୁଣେ
- ଚେନ୍ନାଇ
- ଗୁଡ଼ଗାଓଁ
- ଜବଲପୁର
୧୪. କେଉଁଠାରେ ଜାହାଜ ନିର୍ମାଣ କାରଖାନା ନାହିଁ ?
- କୋଚି
- ମାର୍ମାଗାଓ
- ଚେନ୍ନାଇ
- ବିଶାଖାପାଟଣା
୧୫. ଭାରତର ମୋଟ ରତ୍ପାନି ମୂଲ୍ୟର କେତେ ପ୍ରତିଶତ
ଇଲେକ୍ଟ୍ରୋନିକ୍ସ ଶିଳ୍ପରୁ ଆସୁଛି ?
- ୨.୪
- ୩.୫
- ୪.୨
- ୫.୩
୧୬. କେଉଁଟି ଆପେକ୍ଷିକ ଦରିଦ୍ରତାକୁ ପ୍ରୋତ୍ସାହିତ କରିଥାଏ?
- ଭୂ-ସମ୍ପତ୍ତି ବଣ୍ଟନରେ ଅସମାନତା
- ଆୟର ଅସମାନତା
- ବ୍ୟୟର ଅସମାନତା
- ଆୟ ଓ ସମ୍ପଦ ବଣ୍ଟନର ଅସମାନତା
୧୭. ୧୯୯୯-୨୦୦୦ ମସିହାରେ ଦେଶର ମୋଟ
ଜନସଂଖ୍ୟାର କେତେ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା
ତଳେ ଥିଲେ ?
- ୨୪.୩
- ୨୬.୧
- ୨୭.୪
- ୩୦.୫
୧୮. ସମନ୍ୱିତ ଗ୍ରାମ ଉନ୍ନୟନ ଯୋଜନାରେ ନିମ୍ନୋକ୍ତ କେଉଁ
ହିତାଧିକାରୀ ଅନ୍ତର୍ଭୁକ୍ତ ନୁହନ୍ତି ?
- ହରିଜନ ଓ ଆଦିବାସୀ
- ଗ୍ରାମ୍ୟ କାରିଗର
- କ୍ଷୁଦ୍ର ବ୍ୟବସାୟୀ
- ନାମମାତ୍ର ଚାଷୀ
୧୯. ଆତ୍ମନିଯୁକ୍ତି ନିମନ୍ତେ ଗ୍ରାମ୍ୟ ଯୁବକ ତାଲିକା ଯୋଜନା
ରେ ମୋଟ ହିତାଧିକାରୀମାନଙ୍କ ମଧ୍ୟରୁ କେତେ
ପ୍ରତିଶତ ମହିଳା ରହିବାର ବ୍ୟବସ୍ଥା ଅଛି ?
- ୧୦
- ୨୦
- ୩୦
- ୪୦
୨୦. କେଉଁ ଯୋଜନାରେ ଭାରତ ସରକାର ଋତୁକାଳୀନ
ବେକାରୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ?
- ଜାତୀୟ ଗ୍ରାମୀଣ ନିୟୋଜନ ଯୋଜନା
- ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା
- ଜବାହର ରୋଜଗାର ଯୋଜନା
- ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା
୨୧. ଜବାହର ରୋଜଗାର ଯୋଜନାରେ ମୋଟ ବ୍ୟୟର
କେତେ ପ୍ରତିଶତ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାର
ଯୋଗାଇଥାନ୍ତି ?
- ୫୦ ଓ ୫୦
- ୬୦ ଓ ୪୦
- ୭୦ ଓ ୩୦
- ୮୦ ଓ ୨୦
୨୨. କାହାର ଅନୁମୋଦନ କ୍ରମେ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାର
ଶୁଭାରମ୍ଭ ହୋଇଥିଲା ?
- ନୀତି ଆୟୋଗ
- ଜାତୀୟ ଉନ୍ନୟନ ପରିଷଦ
- ଭାରତୀୟ ଉନ୍ନୟନ କମିଶନ
- ଜାତୀୟ ବିକାଶ ପରିଷଦ
୨୩. ‘ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା’ କେତେ
ମସିହାରେ ପ୍ରଣୟନ କରାଗଲା ?
- ୧୯୯୭
- ୧୯୯୮
- ୧୯୯୯
- ୨୦୦୬
୨୪. ଶିଳ୍ପୋନ୍ନତ ଦେଶମାନଙ୍କରେ ନିମ୍ନୋକ୍ତ କେଉଁ ବେକାରୀ
ଅଧିକ ମାତ୍ରାରେ ଦେଖାଯାଆନ୍ତି?
- ପ୍ରଚ୍ଛନ୍ନ ବେକାରୀ
- ସଂଘାତଜନିତ ବେକାରୀ
- ସଂସ୍ଥାନୀୟ ବେକାରୀ
- ପ୍ରାବିଧିକ ବେକାରୀ
୨୫. ଭାରତରେ ଋତୁକାଳୀନ ବେକାରୀମାନେ ବର୍ଷ ମଧ୍ୟରେ
ଅନେକ ଦିନ କୌଣସି କାମ ନ ପାଇବାର କେଉଁଟି ଏକ କାରଣ
ଅଟେ ?
- ମୌସୁମୀ ପ୍ରବାହ ଉପରେ ନିର୍ଭରଶୀଳ ନୁହେଁ
- କୃଷକମାନେ ଅଳସୁଆ
- ଜଳସେଚିତ ଜମି କମ୍
- ସରକାରୀ ସାହାଯ୍ୟ ନୈରାଶ୍ୟ ଜନିତ
No comments:
Post a Comment