ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୨
ସାମାଜିକ ବିଜ୍ଞାନ (ଭୁଗୋଳ-sj) ଦଶମ ଭାଗ-୦୨
Quiz
୧. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାଳଭୂମି ନୁହେଁ ?
- ରେୱା
- ମାଳବ
- ଛୋଟନାଗପୁର
- ବିନ୍ଧ୍ୟ
୨. ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ
ପ୍ରଦେଶର ସମୁଦାୟ କ୍ଷେତ୍ରଫଳର ପ୍ରାୟ ଶତକଡା କେତେଭାଗ
ଅଞ୍ଚଳ ଆରଣ୍ୟ ଆଚ୍ଛାଦିତ ?
- ୭୦
- ୮୦
- ୯୦
- ୯୫
୩. ଅରଣ୍ୟକ୍ଷୟ ରୋକିବା ପାଇଁ କେଉଁଟି ଏକ ସରକାରୀ
ପଦକ୍ଷେପ ନୁହେଁ ?
- ନଦୀ ଉପତ୍ୟକା ଯୋଜନା
- ଜଳଛାୟା ନିର୍ମାଣ
- କୃଷିକ୍ଷେତ୍ରୀୟ ବନୀକରଣ
- ସାମାଜିକ ବନୀକରଣ
୪. କେଉଁ ରାଜ୍ୟରେ ପୋଡୁ ଚାଷ କରାଯାଉ ନାହିଁ ?
- ଓଡିଶା
- ବିହାର
- ଆସାମ
- ଛତିଶଗଡ
୫. ଅଣକୃଷି ସମ୍ବନ୍ଧୀୟ ଭୂ-ବ୍ୟବହାର ନିମ୍ନୋକ୍ତ କେଉଁ
ରାଜ୍ୟରେ ସର୍ବାଧିକ ହୋଇଛି ?
- ଝାଡଖଣ୍ଡ
- ଆନ୍ଧ୍ର୍ରଦେଶ
- ପଶ୍ଚିମବଙ୍ଗ
- ଓଡିଶା
୬. ଅଧୁନା ଭାରତରେ ହ୍ରାସ ପାଇଥିବା ମୋଟ କ୍ଷୟିତ ଭୂମି ମଧ୍ୟରୁ
ଶତକଡା କେତେଭାଗ ଜଳଦ୍ୱାରା ଓ ମନୁଷ୍ୟକୃତ ?
- ୨୮
- ୫୬
- ୬୦
- ୬୫
୭. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୃତ୍ତିକା ଗଠନରେ
ପରିବେଶର ଏକ କାରକ ନୁହେଁ ?
- ପୃଷ୍ଠ ସଂରଚନା
- ଜଳବାୟୁ
- ଜୈବାଂଶ
- ବୈଷୟିକ ଜ୍ଞାନ
୮. ଭାଙ୍ଗର ମୃତ୍ତିକାରେ ଚୂନଗୋଡି ଅଧିକ ପରିମାଣରେ ଥିଲେ
ତାକୁ କେଉଁ ମୃତ୍ତିକା କୁହାଯାଏ ?
- ଖାଦର
- ଭାବର
- କଙ୍କର
- ତରାଇ
୯. ଭାରତୀୟ କୃଷି ଗବେଷଣା ପରିଷଦ (ଓଉଇଜ)
ଭାରତରେ ଦେଖାଯାଉଥିବା ମୃତ୍ତିକାକୁ କେତେ ଭାଗରେ
ବିଭକ୍ତ କରିଅଛି?
- ୯
- ୧୦
- ୮
- ୭
୧୦. କେଉଁ ମୃତ୍ତିକା ବାଜରା ଓ ମକା ଚାଷ ପାଇଁ ବିଶେଷ
ଉପଯୋଗୀ ହୋଇଥାଏ ?
- କୃଷ୍ଣ
- ଲୋହିତ
- ଲାଟେରାଇଟ୍
- ଲୁଣା ଓ କ୍ଷାରୀୟ
୧୧. କେଉଁଟି ପାର୍ବତ୍ୟ ମୃତ୍ତିକା ନୁହେଁ ?
- ଲାଲ ଦୋରସା
- ରେଣ୍ଡଜିନା
- ଗ୍ଲେ
- କ୍ରାନ୍ତୀୟ ଚେର୍ଣ୍ଣୋଜେମ୍
୧୨. ଦରବୃଦ୍ଧି କେତେ ପ୍ରକାର ପଦ୍ଧତିରେ ନିରୂଣ କରାଯାଏ ?
- ୨
- ୩
- ୪
- ୫
୧୩. କେଉଁଟି ଦରବୃଦ୍ଧିର ଏକ କାରଣ ନୁହେଁ ?
- କଞ୍ଚାମାଲର ଦର ହ୍ରାସ
- ଶ୍ରମିକ ମଜୁରି ବୃଦ୍ଧି
- ମାଲ ପରିବହନ ଖର୍ଚ୍ଚ ବୃଦ୍ଧି
- କଳାବଜାର
୧୪. ନିମ୍ନୋକ୍ତ କେଉଁ କାରଣଟି ସ୍ୱଳ୍ପ ଦରବୃଦ୍ଧିର ପରିନ୍ଥୀ ?
- ଦ୍ରବ୍ୟ ଉତ୍ପାଦନରେ ବାଧା
- ଉତ୍ପାଦନକାରୀମାନଙ୍କ ଅଧିକ ଆୟ
- ଦ୍ରବ୍ୟ ଉତ୍ପାଦନରେ ଅଧିକ ପ୍ରୟାସ
- ଶ୍ରମିକଙ୍କ ମଜୁରି ବୃଦ୍ଧି
୧୫. ସରକାର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥଗୁଡିକର ଦର ସ୍ଥିର
କରି ସେହି ଦରରେ ବିକ୍ରୟ ନିର୍ଦେଶ ଦେବା ଦରବୃଦ୍ଧି
ନିୟନ୍ତ୍ରଣର କେଉଁ ପ୍ରତିକାର ?
- ମୁଦ୍ରାଗତ
- ରାଜସ୍ୱ ସଂକ୍ରାନ୍ତ
- ସାଧାରଣ ବଣ୍ଟନ ବ୍ୟବସ୍ଥା
- ଶାସନଗତ ଦର ବ୍ୟବସ୍ଥା
No comments:
Post a Comment