ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୧
ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୧
Quiz
୧.ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମାଗାନ୍ଧୀଙ୍କ ମୁଖ୍ୟ
ସହଯୋଗୀ ଥିଲେ ?
- ଗୋପାଳକୃଷ୍ଣ ଗୋଖଲେ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ
- ଇନ୍ଦୁଲାଲ ଯାଜ୍ଞିକ୍
- ସୁରେନ୍ଦ୍ରନାଥ ବାନାର୍ଜୀ
୨. ଦାଦା ଅବଦୁଲ୍ଲା ନାମକ ବ୍ୟବସାୟୀଙ୍କ ମୋକଦ୍ଦମା
ଲଢ଼ିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ
ଯାଇଥିଲେ ?
- ଖେଡ଼ା
- ଚମ୍ପାରଣ
- ଅହମ୍ମଦାବାଦ
- ନାଟାଲ୍
୩. କାଇଜର-ଇ-ହିନ୍ଦ୍ ର ଅର୍ଥ କ’ଣ ?
- ନାଇଟ୍
- ସାର୍
- ହିନ୍ଦୁସ୍ଥାନର ସମ୍ରାଟ
- ଗଭର୍ଣ୍ଣର
୪. ସ୍ୱରାଜ ମନ୍ଦିର କାହା ନେତୃତ୍ୱରେ ବାଲେଶ୍ୱରରେ
ପ୍ରତିଷ୍ଠିତ ହୋଇଥିଲା ?
- ଗୋପବନ୍ଧୁ ଦାସ
- ହରେକୃଷ୍ଣ ମହତାବ
- ମହାତ୍ମାଗାନ୍ଧୀ
- ସୁବାଷ ଚନ୍ଦ୍ର ବୋଷ
୫. କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ
ନୁହେଁ?
- ବିଦେଶୀ ଭାଷା ବର୍ଜନ
- ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ
- ନିର୍ବାଚନ ବର୍ଜନ
- ଅସ୍ପୃଶ୍ୟତା ବର୍ଜନ
୬. ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି
କିଏ ଥିଲେ ?
- ହରେକୃଷ୍ଣ ମହତାବ
- ଗୋପବନ୍ଧୁ ଦାସ
- ଭାଗିରଥୀ ମହାପାତ୍ର
- ବିଶ୍ୱନାଥ ଦାଶ
୭. କେଉଁ ଅନୁଷ୍ଠାନ ସ୍ୱରାଜ୍ୟ ସମାଚାର ପ୍ରକାଶ କରୁଥିଲା?
- ସ୍ୱରାଜ୍ୟ ସେବକ ସଂଘ
- ଅଳକା ଆଶ୍ରମ
- ସ୍ୱରାଜ୍ୟ ଆଶ୍ରମ
- ସ୍ୱରାଜ ମନ୍ଦିର
୮. ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?
- ୧୯୧୯ ଅକ୍ଟୋବର ୧୪
- ୧୯୧୯ ଡିସେମ୍ବର ୨୩
- ୧୯୨୦ ଜୁନ୍ ୯
- ୧୯୨୦ ଅଗଷ୍ଟ ୧
୯. ଦେଶାନ୍ତର ଗମନ ଆଇନ୍କୁ ବିରୋଧ କରି
ଭାରତୀୟମାନେ କେବେ ଗିରଫ ହୋଇଥିଲେ ?
- ୧୯୦୩
- ୧୯୦୮
- ୧୯୧୦
- ୧୯୧୨
୧୦. ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା
କରିଥିଲେ?
- ଲର୍ଡ ଇରଉଇନ୍
- ରାମ୍ସେ ମାକ୍ଡୋନାଲ୍ଡ
- ଉଇନ୍ଷ୍ଟନ ଚର୍ଚ୍ଚିଲ
- ପଞ୍ଚମ ଜର୍ଜ
୧୧. ସାଇମନ କମିଶନ ଭାରତର କେଉଁ ସ୍ଥାନରେ ପଦାର୍ପଣ
କରିଥିଲା ?
- କୋଲକତା
- ମାନ୍ଦ୍ରାଜ
- ଦିଲ୍ଲୀ
- ମୁମ୍ବାଇ
୧୨. ୧୯୨୯ ଲାହୋର କଂଗ୍ରେସ ଅଧିବେଶନରେ କିଏ
ଅଧ୍ୟକ୍ଷତା କରିଥିଲେ ?
- ଜବାହରଲାଲ ନେହେରୁ
- ଚିତ୍ତରଂଜନ ଦାସ
- ମହାତ୍ମାଗାନ୍ଧୀ
- ସୁବାଷଚନ୍ଦ୍ର ବୋଷ
୧୩. କ୍ରସ୍ ମିଶନ କେବେ ଭାରତ ଆସିଥିଲେ ?
- ୧୯୪୨ ମାର୍ଚ୍ଚ
- ୧୯୪୨ ଅଗଷ୍ଟ
- ୧୯୪୩ ଜାନୁଆରୀ
- ୧୯୪୪ ଜୁନ୍
୧୪. ଫରାସୀ ରାଷ୍ଟ୍ର ବିପ୍ଳବ କେଉଁ ମସିହାରେ ହୋଇଥିଲା?
- ୧୭୮୯
- ୧୯୧୭
- ୧୮୧୧
- ୧୯୦୫
୧୫. ଭାରତ ଛାଡ ଆନ୍ଦୋଳନ ସମୟରେ ନିମାପଡାଠାରେ
ପୁଲିସ ଗୁଳିରେ କେଉଁ ବ୍ୟକ୍ତି ପ୍ରାଣ ହରାଇଥିଲେ ?
- ଉତ୍ସବ ମଲ୍ଲିକ
- ଲକ୍ଷ୍ମଣ ମଲ୍ଲିକ
- କଷ୍ଟି ଡାକୁଆ
- ପରୀ ବେୱା
୧୬. ଦାଣ୍ଡିଯାତ୍ରାରେ ମହାତ୍ମାଗାନ୍ଧୀଙ୍କ ସହ କେତେ ଜଣ
କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ?
- ୫୦
- ୬୮
- ୭୦
- ୭୮
୧୭. ଦିଲ୍ଲୀର ଶାସନ ମୁଖ୍ୟ କିଏ ?
- ରାଜ୍ୟପାଳ
- ରାଷ୍ଟ୍ରପତି
- ଉପରାଜ୍ୟପାଳ
- ମୁଖ୍ୟମନ୍ତ୍ରୀ
୧୮. ଛତିଶଗଡ ରାଜ୍ୟଟି କେଉଁ ପ୍ରଦେଶରୁ କିଛି ଅଞ୍ଚଳକୁ ନେଇ
ଗଠିତ ହୋଇଛି ?
- ଆନ୍ଧ୍ରପ୍ରଦେଶ
- ମଧ୍ୟପ୍ରଦେଶ
- ବିହାର
- ଉତ୍ତର ପ୍ରଦେଶ
୧୯. ଭାରତ ଛାଡ ଆନ୍ଦୋଳନର ଶୁଭାରମ୍ଭ କେଉଁଠାରେ
ହୋଇଥିଲା ?
- ମହାରାଷ୍ଟ୍ର
- ରାଜସ୍ଥାନ
- ସିନ୍ଧୁ ପ୍ରଦେଶ
- ବିହାର
୨୦. ପାଟଣା ସଚିବାଳୟର ପୂର୍ବ ଦ୍ୱାରରେ କେଉଁମାନେ
ଜାତୀୟ ପତାକା ଉତ୍ତୋଳନ କରିଥିଲେ ?
- ଛାତ୍ରମାନେ
- ଶିକ୍ଷକମାନେ
- ଓକିଲମାନେ
- ସାଧାରଣ ଜନତା
No comments:
Post a Comment