ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୩
ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୩
Quiz
୧. ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ ପାଇଁ କିଏ ଦାୟୀ ବୋଲି ଷ୍ଟାଫୋର୍ଡ
ନର୍ଥ କୋଟ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଦର୍ଶାଇଥିଲେ ?
- ବଙ୍ଗଳା ସରକାର
- ଇଂରେଜ ସରକାର
- ଭାରତ ସରକାର
- ଓଡିଶା ସରକାର
୨. ଓଡିଆ ଜାତୀୟତାବାଦର ଜନନୀ କାହାକୁ କୁହାଯାଏ ?
- ପାଇକ ବିଦ୍ରୋହକୁ
- ସ୍ୱଦେଶୀ ଆନ୍ଦୋଳନକୁ
- ଓଡିଆ ଭାଷା ଆନ୍ଦୋଳନକୁ
- ଉକ୍ରଳ ସମ୍ମିଳନୀକୁ
୩. ଜନ ବିମସ୍ ଜଣେ କେଉଁ ପ୍ରକାର ବ୍ୟକ୍ତିତ୍ୱ ?
- ଭାଷାବିତ୍
- ଆନ୍ଦୋଳନକାରୀ
- ଐତିହାସିକ
- ଅର୍ଥନୀତିଜ୍ଞ
୪. ବିଚିତ୍ରାନନ୍ଦ ଦାସ କେଉଁଠାରେ ଏକ ପ୍ରିଣ୍ଟିଂ ପ୍ରେସ ପ୍ରତିଷ୍ଠା
କରିଥିଲେ ?
- କଟକ
- ପୁରୀ
- ବାଲେଶ୍ୱର
- ବ୍ରହ୍ମପୁର
୫. ଶ୍ୟାମାନନ୍ଦ ଦେ ଓ ଫକିର ମୋହନ ସେନାପତି
କେଉଁଠାରେ ଦୁଇଟି ଛାପାଖାନା ପ୍ରତିଷ୍ଠା କରିଥିଲେ ?
- ପୁରୀ
- କଟକ
- ବାଲେଶ୍ୱର
- ଭଦ୍ରକ
୬. ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତିମାନେ କେବେ
ସିମଲାଠାରେ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ ?
- ୧୯୦୮ ଅଗଷ୍ଟରେ
- ୧୯୦୩ ଜୁନରେ
- ୧୯୦୧ ଅଗଷ୍ଟରେ
- ୧୮୮୯ ମାର୍ଚ୍ଚରେ
୭. ସୌରାଷ୍ଟ୍ର ଦେଶୀୟ ରାଜ୍ୟ ସଂଘ କେବେ ଗଠିତ
ହୋଇଥିଲା?
- ୧୯୪୮ ଜାନୁଆରୀ
- ୧୯୪୮ ମାର୍ଚ୍ଚ
- ୧୯୪୯ ମାର୍ଚ୍ଚ
- ୧୯୫୦ ମେ
୮. ପୂର୍ବାଞ୍ଚଳ ରାଜ୍ୟର ସୀମା ପରିବର୍ତ୍ତନ ପାଇଁ ୧୯୧୧ରେ
କିଏ ଘୋଷଣା କରିଥିଲେ ?
- ଲର୍ଡ ହାର୍ଡିଞ୍ଜ
- ଲର୍ଡ ରିପନ
- ଲର୍ଡ କର୍ଜନ
- ଲର୍ଡ ୱାଭେଲ
୯. ଉତ୍କଳ ସମ୍ମିଳନୀ ତରଫରୁ ଗଠିତ କମିଟିର ସଭ୍ୟମାନେ
କେବେ କଲିକତାଠାରେ ମଣ୍ଟେଗୁ ଚେମସ୍ ଫୋର୍ଡଙ୍କୁ ଏକ
ଦାବିପତ୍ର ଦେଇଥିଲେ?
- ୧୯୧୪ ଜାନୁୟାରୀ ୨୬ରେ
- ୧୯୧୭ ଡିସେମ୍ବର ୧୧ରେ
- ୧୯୧୮ ଜୁଲାଇ ୧୩ରେ
- ୧୯୧୯ ଜୁନ୍ ୧୪ରେ
୧୦. ବିଶ୍ୱନାଥ କର କେଉଁ ବିଧାନ ପରିଷଦର ସଭ୍ୟ ଥିଲେ ?
- ମଧ୍ୟପ୍ରଦେଶ ବିଧାନ ପରିଷଦ
- ବଙ୍ଗଳା ବିଧାନସଭା
- ବିହାର ଓଡିଶା ବିଧାନ ପରିଷଦ
- ମାନ୍ଦ୍ରାଜ ବିଧାନସଭା
୧୧. ଫିଲପ୍ ଓ ଡଫ୍ କମିଟି କେଉଁ ମସିହାରେ ଗଠିତ ହୋଇଥିଲା?
- ୧୯୧୯
- ୧୯୨୧
- ୧୯୨୩
- ୧୯୨୪
୧୨. ସାମୁଏଲ ହୋର କେଉଁ ପଦବୀରେ ଥିଲେ ?
- ଭାରତ ସଚିବ
- ଭାରତର ବଡଲାଟ
- ବୈଦେଶିକ ସଚିବ
- ମୁଖ୍ୟ ଶାସନ ସଚିବ
୧୩. କେନ୍ଦ୍ରୀୟ ଭାରତର ପିପ୍ଳୋଦା ମିଳନପତ୍ରରେ କେବେ
ସ୍ୱାକ୍ଷର କରିଥିଲେ?
- ୧୯୪୮ ମାର୍ଚ୍ଚ
- ୧୯୪୮ ଜୁନ୍
- ୧୯୪୯ ଜାନୁଆରୀ
- ୧୯୪୯ ମେ
୧୪. ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସଂପର୍କିତ ଶ୍ୱେତପତ୍ର କେବେ
ପ୍ରକାଶ ପାଇଲା ?
- ୧୯୩୧ ମାର୍ଚ୍ଚ ୧୪
- ୧୯୩୨ ଜୁନ୍ ୨୪
- ୧୯୩୩ ମାର୍ଚ୍ଚ ୧୭
- ୧୯୩୪ ଏପ୍ରିଲ ୧
୧୫. ‘ଭାରତ ଶାସନ ନିର୍ଦେଶ ୧୯୩୬’ କେବେ ଘୋଷିତ ହେଲା ?
- ୧୯୩୬ ଜାନୁୟାରୀ ୧୩
- ୧୯୩୬ ଫେବୃୟାରୀ ୧୪
- ୧୯୩୬ ମାର୍ଚ୍ଚ ୩
- ୧୯୩୭ ଜୁନ୍ ୨୪
୧୬. ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ସମୟରେ ନିମ୍ନୋକ୍ତ
ମଧ୍ୟରୁ କେଉଁଟି ଏକ ଜିଲା ନ ଥିଲା ?
- କଟକ
- ବାଲେଶ୍ୱର
- ଢେଙ୍କାନାଳ
- ପୁରୀ
୧୭. ଓଡିଶାର ପ୍ରଥମ ରାଜ୍ୟପାଳ ଭାବେ କିଏ ଶପଥ
ପାଠ କରିଥିଲେ ?
- ସାର୍ ଜନ୍-ଅଷ୍ଟିନ ହବାକ୍
- ସାର୍ ଜଷ୍ଟିନ ହବାକ
- ସାର୍ ଜନ ମୋରେ
- ସାର୍ କେଟନେ ଟେରେଲା
୧୮. ନବଗଠିତ ଓଡିଶା ପ୍ରଦେଶର ଶାସନ ନିମିତ୍ତ ଗଠିତ
ଉପଦେଷ୍ଟା ପରିଷଦର ଉପସଭାପତି କିଏ ଥିଲେ ?
- ଗଜପତି କୃଷ୍ଣଚନ୍ଦ୍ର ଦେବ
- ହରେକୃଷ୍ଣ ମହତାବ
- ଲକ୍ଷ୍ମୀଧର ମହାନ୍ତି
- ଭୁବନାନନ୍ଦ ଦାସ
୧୯. ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?
- ହରେକୃଷ୍ଣ ମହତାବ
- ବିଶ୍ୱନାଥ କର
- ବିଶ୍ୱନାଥ ଦାସ
- କୃଷ୍ଣଚନ୍ଦ୍ର ଗଜପତି
୨୦. ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡିଶାର କେଉଁ ପ୍ରଧାନମନ୍ତ୍ରୀଙ୍କ
ସମୟରେ ପ୍ରତିଷ୍ଠିତ ହୋଇଥିଲା ?
- ହରେକୃଷ୍ଣ ମହତାବ
- କୃଷ୍ଣଚନ୍ଦ୍ର ଗଜପତି
- ବିଶ୍ୱନାଥ ଦାସ
- ଇନ୍ଦିରା ଗାନ୍ଧୀ
No comments:
Post a Comment