ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୬
ସାମାଜିକ ବିଜ୍ଞାନ (ଇତିହାସ-sj) ଦଶମ ଭାଗ-୦୬
Quiz
୧. ସମ୍ବିଧାନର କେଉଁ ଧାରା ଅନୁସାରେ ଜାମ୍ମୁ କାଶ୍ମୀର
ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଅଟେ ।
- ୧
- ୨
- ୩
- ୪
୨. ୧୯୫୬ ରାଜ୍ୟ ପୁନର୍ଗଠନ ଆଇନ ଦ୍ୱାରା ନିମ୍ନଲିଖିତ କେଉଁ
ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ?
- ରାଜ୍ୟ ପୁନର୍ଗଠନ
- ରାଜ୍ୟ ମିଶ୍ରଣ
- ରାଜ୍ୟ ଗଠନ
- ରାଜ୍ୟ ବର୍ଗୀକରଣ
୩. ସଂବିଧାନର କେଉଁ ଧାରା ଅନୁସାରେ ଜାମ୍ମୁ କାଶ୍ମୀରକୁ
ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି ?
- ୫୭୦
- ୩୭୭
- ୩୯୧
- ୩୯୫
୪. ସଦର-ଇ-ରିୟାସତ ପଦବୀ କେଉଁ ରାଜ୍ୟରେ
ପ୍ରଚଳିତ ଥିଲା?
- ଓଡିଶା
- ଜାମ୍ମୁ କାଶ୍ମୀର
- ରାଜସ୍ଥାନ
- ପଞ୍ଜାବ
୫. ସଦର-ଇ-ରିୟାସତ ପଦବୀକୁ ଭାରତର ରାଷ୍ଟ୍ରପତି
କେବେ ସ୍ୱୀକୃତି ଦେଲେ ?
- ୧୯୫୨ ନଭେମ୍ବର ୧୫
- ୧୯୫୧ ଜାନୁୟାରୀ ୨୬
- ୧୯୫୦ ଫେବୃୟାରୀ ୨୪
- ୧୯୪୭ ଅଗଷ୍ଟ ୧୫
୬. ଆମ ସଂବିଧାନର କେଉଁ ଭାଗରେ ରାଷ୍ଟ୍ରନୀତି ନିୟାମକ
ନିର୍ଦ୍ଦେଶାବଳୀ ରହିଛି ?
- ୧ମ
- ୨ୟ
- ୩ୟ
- ୪ର୍ଥ
୭. ଭାରତ ଓ ପାକିସ୍ଥାନ ବିବାଦର ମୂଳ ଉତ୍ସ କ’ଣ ?
- ଜାମ୍ମୁ କାଶ୍ମୀର
- ବଙ୍ଗଳାଦେଶ
- ଧର୍ମନିରପେକ୍ଷତା
- ଧର୍ମଶାଳା
୮. ସିମଳା ଚୁକ୍ତି କେବେ ହୋଇଥିଲା ?
- ୧୯୭୨
- ୧୯୬୫
- ୧୯୭୧
- ୧୯୬୪
୯. ଭାରତୀୟ ସଂସଦ ଉପରେ କେବେ ଆତଙ୍କବାଦୀ
ଆକ୍ରମଣ ହୋଇଥିଲା ?
- ୨୦୦୦ ମସିହା ଡିସେମ୍ବର
- ୨୦୦୧ ମସିହା ମାର୍ଚ୍ଚ
- ୨୦୦୧ ମସିହା ଡିସେମ୍ବର
- ୨୦୦୨ ମସିହା ଜାନୁୟାରୀ
୧୦. ଆମ ସଂବିଧାନରେ ରାଜ୍ୟ ପୁନର୍ଗଠନ କ୍ଷମତା କାହାର ଅଛି?
- ବିଧାନସଭାର
- ସଂସଦର
- ରାଷ୍ଟ୍ରତିଙ୍କର
- ଉଚ୍ଚତମ ନ୍ୟାୟାଳୟର
୧୧. ବିଶ୍ୱରେ ପ୍ରାୟତଃ କେତୋଟି ଦେଶରେ ଗଣତନ୍ତ୍ର
ଶାସନ ପ୍ରଚଳିତ ?
- ୧୦୧
- ୧୧୦
- ୧୧୬
- ୧୩୦
୧୨. ନିମ୍ନଲିଖିତ ମଧ୍ୟରୁ କିଏ ପରୋକ୍ଷଭାବେ ନିର୍ବାଚିତ
ହୁଅନ୍ତି ନାହିଁ?
- ରାଜ୍ୟସଭା ସଦସ୍ୟ
- ବିଧାନସଭା ସଦସ୍ୟ
- ବିଧାନ ପରିଷଦର ସଦସ୍ୟ
- ରାଷ୍ଟ୍ରପତି
୧୩. ନିମ୍ନଲିଖିତ ମଧ୍ୟରୁ କେଉଁ ରାଜ୍ୟଟିରେ ବିଧାନ ପରିଷଦ ରହିଛି?
- ଓଡିଶା
- ପଶ୍ଚିମବଙ୍ଗ
- କେରଳ
- ଆନ୍ଧ୍ର ପ୍ରଦେଶ
୧୪. ଆମ ସଂବିଧାନର କେଉଁ ଧାରାରେ ସାର୍ବଜନୀନ
ସାବାଳକ ମତଦାନ ପ୍ରଥା ବିଷୟରେ ଉଲ୍ଲେଖ ଅଛି ?
- ୧୭୦
- ୨୫୧
- ୩୨୮
- ୩୫୧
୧୫. କେନ୍ଦ୍ର ମନ୍ତ୍ରିମଣ୍ଡଳ କାହା ନିକଟରେ ସାମୂହିକ ଭାବେ
ଉତ୍ତରଦାୟୀ ?
- ଲୋକସଭା
- ରାଜ୍ୟସଭା
- ରାଷ୍ଟ୍ରପତି
- ଉଚ୍ଚତମ ନ୍ୟାୟାଳୟ
୧୬. ଦିଲ୍ଲୀ ଘୋଷଣାନାମା କେଉଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ
ମଧ୍ୟରେ ହୋଇଥିଲା?
- ବୋସରିନି-ଲାଲବାହାଦୁର ଶାସ୍ତ୍ରୀ
- ବ୍ରେଜନେଭ-ଇନ୍ଦିରାଗାନ୍ଧୀ
- ଗୋର୍ବାଚୋଭ-ରାଜୀବଗାନ୍ଧୀ
- କ୍ରୁଚେଭ-ଜବାହରଲାଲ ନେହେରୁ
୧୭. ‘ସାର୍କ’ କେବେ ଗଠିତ ହୋଇଥିଲା?
- ୧୯୮୫
- ୧୯୮୬
- ୧୯୮୭
- ୧୯୮୮
୧୮. ଆଦର୍ଶଗତ ଦୃଷ୍ଟିକୋଣରୁ କେଉଁ ଦେଶଟି ଭିନ୍ନ ?
- ସୋଭିଏତ୍ ଋଷ
- ଯୁକ୍ତରାଷ୍ଟ୍ର ଆମେରିକା
- ପାକିସ୍ଥାନ
- ଭାରତ
୧୯. ‘ସିଆଟ୍ଟୋ’ ଏକ କେଉଁ ପ୍ରକାର ଚୁକ୍ତି ?
- ଅର୍ଥନୈତିକ
- ଆଣବିକ
- ସାମରିକ
- ବାଣିଜ୍ୟିକ
୨୦. ‘ଉପନିବେଶବାଦ’ ଆଫ୍ରିକା ଓ ଏସିଆ ମହାଦେଶ
ପାଇଁ ସବୁଠାରୁ ବଡ ବିଦ ଏହା କିଏ କହିଥିଲେ ?
- ମହାତ୍ମାଗାନ୍ଧୀ
- ଜବାହରଲାଲ ନେହେରୁ
- ସୁକର୍ଣ୍ଣ
- ଲେନିନ୍
୨୧. ‘ଶ୍ରୀଲଙ୍କା’ର ମୁଖ୍ୟ ଧର୍ମ କ’ଣ ?
- ବୌଦ୍ଧ
- ହିନ୍ଦୁ
- ଜୈନ
- ଖ୍ରୀଷ୍ଟିୟାନ
୨୨. ଷୋଡଶତମ ସାର୍କ ଶିଖର ସମ୍ମିଳନୀ କେଉଁଠାରେ
ଅନୁଷ୍ଠିତ ହୋଇଥିଲା ?
- ନେପାଳ
- ଭୁଟାନ
- ଶ୍ରୀଲଙ୍କା
- ମାନଡିଉ
୨୩. ତିନ-ବିଘା ଓ ସୁରେ ଦ୍ୱୀପକୁ ନେଇ କେଉଁ ଦୁଇ ଦେଶ
ମଧ୍ୟରେ ତିକ୍ତତା ସୃଷ୍ଟି ହେଲା ?
- ଭାରତ-ପାକିସ୍ତାନ
- ଚୀନ-ନେପାଳ
- ନେପାଳ-ଭୁଟାନ
- ଭାରତ-ବଙ୍ଗଳାଦେଶ
୨୪. ପ୍ରତିରକ୍ଷା କ୍ଷେତ୍ରରେ କେଉଁ ରାଷ୍ଟ୍ରଟି ଭାରତ ଉପରେ
ନିର୍ଭରଶୀଳ ?
- ବଙ୍ଗଳା ଦେଶ
- ଭୁଟାନ
- ମିଆଁମାର
- ଚୀନ
୨୫. ‘ନେପାଳ’କୁ ଶାନ୍ତିର ଅଞ୍ଚଳ ଭାବେ କିଏ ଘୋଷଣା
କରିଥିଲେ ?
- ରାଜା ବୀରେନ୍ଦ୍ର
- ରାଜା ଜ୍ଞାନେନ୍ଦ୍ର
- ଜବାହରଲାଲ ନେହେରୁ
- ମାଓ ସେ ତୁଙ୍ଗ
No comments:
Post a Comment